Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ବାଧାହୀନ from ଓଡ଼ିଆ dictionary with examples, synonyms and antonyms.

ବାଧାହୀନ   କ୍ରିୟା ବିଶେଷଣ

Meaning : ବିନା ବାଧାରେ

Example : ସେ ଖାଲଢିପପୂର୍ଣ୍ଣ ଜଙ୍ଗଲକୁ ନିର୍ବାଧରେ ପାରି ହୋଇଗଲେ

Synonyms : ଅକଣ୍ଟକ, ନିର୍ବାଧ, ନିର୍ବିଘ୍ନ, ବାଧାରହିତ


Translation in other languages :

बिना बाधा के।

वह बीहड़ जंगल को निर्बाध पार कर गया।
अकंटक, निर्बाध, बाधारहित

In a free manner.

The painting featured freely brushed strokes.
freely

ବାଧାହୀନ   ବିଶେଷଣ

Meaning : ଯେଉଁଥିରେ ଅବରୋଧ ନାହିଁ ବା ବିନା ଅବରୋଧର

Example : ଏହି ରାସ୍ତା ଅବରୋଧହୀନ

Synonyms : ଅକଣ୍ଟକ, ଅବରୋଧହୀନ, ଅବାଧ, ନିର୍ବାଦ, ନିର୍ବିଘ୍ନ, ନିଷ୍କଣ୍ଟକ


Translation in other languages :

Freed of obstructions.

An unclogged drain.
unclogged

Meaning : ଯାହାପାଇଁ କୌଣସି ଅଙ୍କୁଶ ବା ବାଧା ନାହିଁ

Example : ହିଟଲର୍ ଜଣେ ନିରଙ୍କୁଶ ଶାସକ ଥିଲେ

Synonyms : ଅପ୍ରତିଦ୍ୱନ୍ଦୀ, ଅପ୍ରତିବଦ୍ଧ, ନିରଙ୍କୁଶ, ଯଥେଚ୍ଛାଚାରୀ, ସ୍ୱଚ୍ଛନ୍ଦ


Translation in other languages :