Meaning : ଯିଏ ନ୍ୟାୟାଳୟରେ କୌଣସି ତର୍କ ବା ପକ୍ଷ ଉପସ୍ଥିତ କରେ
Example :
ବାଦୀ ନିଜ ପକ୍ଷ ମଜଭୁତ କରିବାପାଇଁ ଅନେକ ପ୍ରମାଣ ଏକାଠି କଲେ
Synonyms : ଅଭିଯୋଗକାରୀ, ମକ୍କେଲ, ମହକିଲ
Translation in other languages :
वह जो न्यायालय में कोई तर्क या पक्ष उपस्थित करता है।
वादी ने अपना पक्ष मज़बूत करने के लिए कई सबूत इकट्ठे किए।Meaning : ବିଚାରପାଇଁ କୌଣସି ତର୍କ ଉପସ୍ଥାପିତ କରୁଥିବା ଲୋକ
Example :
ସବୁଲୋକ ବାଦୀର କଥା ଧ୍ୟାନରେ ଶୁଣୁଥିଲେ
Synonyms : ଅଭିଯୋଗକାରୀ, ପ୍ରତିଯୋଗୀ
Translation in other languages :