Meaning : ବହୁତ ବେଗରେ ବହୁଥିବା ପବନ ଯେଉଁଥିରେ କେତେ ଧୁଳି ଉଠେଯେ ଚାରିଆଡ଼ ଅନ୍ଧାର ହୋଇଯାଏ
Example :
ବାତ୍ୟାରେ ମୋର ଛପର ଉଡ଼ିଗଲା
Synonyms : ଟର୍ଣ୍ଣାଡ଼ୋ, ମହାବାତ୍ୟା
Translation in other languages :
A miniature whirlwind strong enough to whip dust and leaves and litter into the air.
dust devil