Meaning : ପବନ ଓ ଆଲୋକ ଆସିବା ନିମନ୍ତେ କାନ୍ଥରେ ତିଆରି ହୋଇଥିବା ଜାଲିଯୁକ୍ତ ବଡ କଣା
Example :
ଘରକୁ ବାୟୁଯୁକ୍ତ କରିବାପାଇଁ ସେ ପ୍ରତ୍ୟେକ କୋଠରୀରେ ଝରକା ଲଗାଇଛି
Translation in other languages :
Meaning : ଜଣେ ପୌରାଣିକ ଋଷି
Example :
ବାତାୟନ ଋଷି ଅନେକ ମନ୍ତ୍ର ରଚନା କରିଥିଲେ
Synonyms : ବାତାୟନ ଋଷି
Translation in other languages :
A mentor in spiritual and philosophical topics who is renowned for profound wisdom.
sage