Meaning : ବାଣ୍ଟିବା ପ୍ରକ୍ରିୟା ବା ଭାବ
Example :
ସେଠ୍ଜୀ ଗରୀବଙ୍କୁ ଲୁଗାପଟା ବାଣ୍ଟିବାପରେ ଖାଦ୍ୟ ବାଣ୍ଟୁଛନ୍ତି
Synonyms : ପ୍ରଦାନ କରିବା, ବିତରଣ
Translation in other languages :
The act of distributing or spreading or apportioning.
distributionMeaning : କୌଣସି ବସ୍ତୁକୁ ଭାଗଭାଗ କରିବା
Example :
ଚୋରମାନେ ଚୋରି ଧନ ବାଣ୍ଟିଲେ
Synonyms : ବଣ୍ଟନ କରିବା, ବିଭାଗ କରିବା, ବିଭାଜନ କରିବା, ଭାଗ କରିବା
Translation in other languages :
किसी वस्तु आदि के कई भाग करना।
चोरों ने चोरी का माल बाँटा।Meaning : ସାମୁହିକ ରୂପରେ ରଖିବା ବା ବ୍ୟବହାର କରିବା
Example :
ଭାରତ ଓ ପାକିସ୍ତାନ ଏକ ଦୀର୍ଘ ସୀମାକୁ ଭାଗକରନ୍ତି
Synonyms : ଭାଗକରିବା, ଭାଗବାଣ୍ଟିବା
Translation in other languages :
Meaning : ଅଳ୍ପ ଅଳ୍ପ କରି ଦେବା
Example :
ପଣ୍ଡିତ ପୂଜା ପରେ ପଞ୍ଚାମୃତ ବାଣ୍ଟିଲେ
Synonyms : ବିତରଣ କରିବା
Translation in other languages :
Administer or bestow, as in small portions.
Administer critical remarks to everyone present.Meaning : ଭାଗ ଅନୁସାରେ କିଛି ମିଳିବା ବା ଦିଆଯିବା
Example :
ଆଜି ବିଦ୍ୟାଳୟରେ ମିଠେଇ ବଣ୍ଟା ଯାଉଥିଲା
Synonyms : ବଣ୍ଟନକରିବା
Translation in other languages :