Meaning : ଯେ ଯାଦୁଖେଳ କରେ
Example :
ଯାଦୁକର ରୁମାଲକୁ ଫୁଲରେ ପରିଣତ କରିଦେଲା
Synonyms : ଐନ୍ଦ୍ରଜାଲିକ, ଯାଦୁଗର
Translation in other languages :
Someone who performs magic tricks to amuse an audience.
conjurer, conjuror, illusionist, magician, prestidigitatorMeaning : ଯେ କୁହୁକ ବା ଯାଦୁ କରନ୍ତି
Example :
ଗାଁରେ ଆଜି ବି ଲୋକେ ଗୁଣିଆମାନଙ୍କ ପ୍ରତି ସାବଧାନ ରହନ୍ତି
Translation in other languages :
One who practices magic or sorcery.
magician, necromancer, sorcerer, thaumaturge, thaumaturgist, wizard