Subscribe
URL of the page has been copied to clipboard.
Meaning : ବହୁତ କଥା କହୁଥିବା ବ୍ୟକ୍ତି
Example : କୁହାଳିଆଙ୍କ ମଝିରେ ଚୁପ୍ ରହିବା ହିଁ ଠିକ୍ ହେବ
Synonyms : ଅତିଭାଷୀ, କୁହାଳିଆ
Translation in other languages :हिन्दी English
बहुत बोलने वाला व्यक्ति।
A boring person who talks a great deal about uninteresting topics.
Meaning : କ୍ରୋଧ, ପ୍ରେମଆଦି କାରଣରୁ ଯେ ନିଜକୁ ନିୟନ୍ତ୍ରଣ କରିପାରେ ନାହିଁ
Example : କ୍ରୋଧରେ ପାଗଳ ବ୍ୟକ୍ତି କିଛି ବି କରିପାରେ
Synonyms : ପାଗଳ, ବାଇଆ
Translation in other languages :हिन्दी
क्रोध,प्रेम आदि के कारण जो आपे में न हो।
Meaning : ବହୁତ କହିବାବାଲା
Example : ପ୍ରଭୁଙ୍କ କୃପାରୁ ଘୁଙ୍ଗା ମଧ୍ୟ ପ୍ରଗଳ୍ଭ ହୋଇପାରେ
Synonyms : ଅତିକୁହା, ପ୍ରଗଳ୍ଭ, ବହୁବୋଲା, ବାତୁଳ, ବାତୁଳି
बहुत बोलने वाला।
Full of trivial conversation.
Install App