Meaning : ଶଗଡ଼ର ଅଖତଳେ ଲାଗିଥିବା କାଠ
Example :
ଶଗଡ଼ର ବାଙ୍କିଆକାଠ ଢିଲା ହୋଇଯାଇଛି
Synonyms : ବାଙ୍କିଆକାଠ
Translation in other languages :
Meaning : ଲୁହାରେ ତିଆରି ଏକ ହତିଆର
Example :
ସେ ହାତରେ ବାଙ୍କିଆ ଧରି ଜଙ୍ଗଲକୁ ଯାଉଥିଲା
Translation in other languages :
Meaning : ଗୋଟିଏ ପ୍ରକାର ଚୁଡ଼ି
Example :
ବାଙ୍କିଆ ଚଉଡ଼ା ହୋଇଥାଏ
Translation in other languages :
Meaning : ଏକ ପ୍ରକାର ଅଳଙ୍କାର
Example :
ବାହୁରେ ବାଙ୍କିଆ ପିନ୍ଧାଯାଏ
Translation in other languages :
Meaning : ଏକ ପ୍ରକାର ପାଦ ଅଳଙ୍କାର
Example :
ଶୀଲା ବାଙ୍କିଆ ପିନ୍ଧିଛି
Translation in other languages :