Meaning : ବ୍ୟାକରଣର ନିୟମ ଅନୁସାରେ କ୍ରମରେ ଥିବା ଯେଉଁ ସାର୍ଥକ ଶବ୍ଦସମୂହଦ୍ୱାରା କାହାରି ବିଷୟରେ ନିଜର ଅଭିପ୍ରାୟ ପ୍ରକଟ କରାଯାଇଥାଏ
Example :
ଏହି ଲେଖାର ପ୍ରଥମ ବାକ୍ୟରେ ହିଁ କିଛି ତୃଟି ରହିଛି
Translation in other languages :
A string of words satisfying the grammatical rules of a language.
He always spoke in grammatical sentences.Meaning : ମନୁଷ୍ୟ ମୁହଁରୁ ବାହାରୁଥିବା ସାର୍ଥକ ଶବ୍ଦ
Example :
ଏଭଳି ବଚନ କୁହ ଯାହା ଅନ୍ୟକୁ ଭଲ ଲାଗିବ
Synonyms : କଥା, ବଚନ, ବାଣୀ, ବୋଲି
Translation in other languages :
(language) communication by word of mouth.
His speech was garbled.