Meaning : ଅଧିକ ମାତ୍ରାରେ
Example :
ସେ ଆଜି ଖୁବ ହସିଲା
Translation in other languages :
To a very great degree or extent.
I feel a lot better.Meaning : ଅଧିକ ଅଂଶ ସହିତ ସମ୍ବନ୍ଧିତ ବା ଅଧିକ ଅଂଶର ବା ଯାହା ଅଧିକ ମାତ୍ରାରେ ଅଛି
Example :
ଏହି କ୍ଷେତ୍ରର ଅଧିକାଂଶ ଭାଗ ଜଙ୍ଗଲ ବେଷ୍ଠିତ
Translation in other languages :
Greater in number or size or amount.
A major portion (a majority) of the population.Meaning : ଖୁବ୍ ବେଶୀ
Example :
ସେଠ୍ ମୂରାଲୀଲାଲଙ୍କ ପାଖରେ ବହୁତ ଧନ ଅଛି ସେ ତୁମକୁ ଖୁବ୍ ଭଲ ପାଉଛି
Synonyms : ଅଗଣତି, ଅତ୍ୟଧିକ, ଅସୀମ, ଖୁବ୍, ପ୍ରଚୁର, ବହୁତ ଅଧିକ, ବିପୁଳ
Translation in other languages :
बहुत अधिक।
सेठ मुरालीलाल के पास अत्यधिक धन है।