Meaning : ଯାହାକୁ ଛଡ଼ାଯାଇଥାଏ ବା ତ୍ୟାଗ କରାଯାଇଥାଏ ବା ଅଲଗା କରାଯାଇଥାଏ
Example :
ସମାଜରୁ ବିତାଡ଼ିତ ଲୋକମାନଙ୍କ ଘରେ ସମାଜର କୌଣସି ବ୍ୟକ୍ତି ତା ଝିଅକୁ ବିବାହ କରାଏନାହିଁ
Synonyms : ବିତାଡ଼ିତ
Meaning : ଯାହାକୁ ବାହାର କରିଦିଆ ଯାଇଛି
Example :
ବହିଷ୍କୃତ ବୋହୂ ଘରର ଦୁଆର ବାହାରେ ବସିଛି
Synonyms : ବାହାର କରାଯାଇଥିବା
Translation in other languages :
Meaning : ବାହାର କରାଯାଇଥିବା
Example :
ବହିଷ୍କୃତ ବ୍ୟକ୍ତିମାନଙ୍କ ପୁନଃ ଥଇଥାନ ସମସ୍ୟାର ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ
Translation in other languages :
Meaning : ଯେଉଁମାନେ ବାଦ୍ ପଡ଼ିଥାନ୍ତି
Example :
ପ୍ରତିଯୋଗିତାରୁ ବହିଷ୍କୃତ ଖେଳାଳୀମାନଙ୍କୁ ଆଉ ଥରେ ସୁଯୋଗ ଦିଆଯିବ
Synonyms : ବିତାଡ଼ିତ
Translation in other languages :
Meaning : ଯେ ଖେଳରେ ଷ୍ଟ୍ରାଇକଆଉଟ ଯୋଗୁଁ ବହିଷ୍କାର ହୋଇଯାଇଥାଏ
Example :
ବହିଷ୍କୃତ ଖେଳାଳି ନିରାଶ ଥିଲା
Synonyms : ଦୂରୀକୃତ, ବାହାରକରାଯାଇଥିବା, ବିତାଡ଼ିତ
Translation in other languages :
Meaning : ବହିଷ୍କାର କରାଯାଇଥିବା
Example :
ଏକା ବହିଷ୍କୃତ ଲୋକମାନଙ୍କର ସଂସ୍ଥା