Meaning : ଦେଶରୁ ବହିଷ୍କୃତ ହେବା ଦଣ୍ଡ
Example :
ବ୍ରିଟିଶ୍ ଶାସିତ ଭାରତରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଦଣ୍ଡସ୍ୱରୂପ ଦେଶରୁ ନିର୍ବାସିତ କରି ଆଣ୍ଡାମାନ ପଠାଇ ଦିଆଯାଉଥିଲା
Synonyms : ନିର୍ବାସନ, ନିର୍ବାସିତ, ବାହାର
Translation in other languages :
देश से निकाले जाने का दंड।
ब्रिटिश राज्य में स्वतंत्रता सेनानियों को देश निकाले की सजा दी जाती थी।The act of expelling a person from their native land.
Men in exile dream of hope.Meaning : କୌଣସି ବିଷୟରେ, କାହା ସହିତ ମତଭେଦ ହେଲାପରେ ବିରୋଧ ବା ଅସନ୍ତୋଷ ପ୍ରକଟ କରିବା ପାଇଁ ତାହାର ତ୍ୟାଗ
Example :
ଗାନ୍ଧିଜୀ ବିଦେଶୀ ବସ୍ତୁଗୁଡ଼ିକୁ ବହିଷ୍କାର କରିଥିଲେ
Translation in other languages :
A group's refusal to have commercial dealings with some organization in protest against its policies.
boycottMeaning : ବାହାର କରିବା ବା ନିକାଲିବା କ୍ରିୟା
Example :
ଅନ୍ୟ ଜାତିର ଝିଅକୁ ବିବାହ କରିଥିବା କାରଣର ସମାଜ ରାମୁକୁ ବହିଷ୍କାର କଲା
Synonyms : ବହିଷ୍କରଣ
Translation in other languages :
Meaning : କାହାରିକୁ ଦଣ୍ଡଦେଇ କୌଣସି ସ୍ଥାନ, କ୍ଷେତ୍ର ଆଦିରୁ ବାହାରକରିବା ବା ଦୂରକରିବା
Example :
ଅଛୁଆଁ ଜାତିର ଝିଅସହିତ ବିବାହ କରିବାରୁ ମଙ୍ଗୁଳୁର ଜାତିରୁ ବହିଷ୍କାର ହେଲା
Translation in other languages :
The act of expelling a person from their native land.
Men in exile dream of hope.