Meaning : କୌଣସି ଜିନିଷ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ବା ନେଉଥିବାର କ୍ରିୟା
Example :
ଜିନିଷପତ୍ର ବହନ କରିବାପାଇଁ ସେ କୁଲିକୁ ଡାକିଲା
Synonyms : ପରିବହନ
Translation in other languages :
The act of moving something from one location to another.
conveyance, transfer, transferral, transport, transportation