Meaning : ଯେଉଁ ବ୍ୟାଗରେ ଛାତ୍ରଛାତ୍ରୀମାନେ ବହି, ଖାତା, ଓ ଅନ୍ୟାନ୍ୟ ଜିନିଷ ରଖନ୍ତି
Example :
ଆଜିକାଲିର ପିଲାଙ୍କ ବ୍ୟାଗ ବହିପତ୍ରରେ ଭର୍ତ୍ତି ହୋଇ ରହୁଛି
Synonyms : ବ୍ୟାଗ, ସ୍କୁଲବ୍ୟାଗ
Translation in other languages :
A bag for carrying school books and supplies.
Found just the right dictionary to fit into his schoolbag.Meaning : ଯେଉଁ କନାରେ ବହି ଓ ହିସାବଖାତାଆଦି ବନ୍ଧାଯାଏ ବା ବାନ୍ଧି ରଖାଯାଏ
Example :
ଜେଜେବାପା ରସିଦଗୁଡ଼ିକୁ ବସ୍ତାନିରେ ବାନ୍ଧି ରଖନ୍ତି
Synonyms : ଆବରଣ
Translation in other languages :