Subscribe
URL of the page has been copied to clipboard.
Meaning : କାହାର ସ୍ତ୍ରୀକୁ ପତ୍ନୀ ରୂପରେ ରଖିବା
Example : ଜମିଦାର ରାମୁର ବୋହୂକୁ ନିଜ ଘରେ ରଖିଲା
Synonyms : ରଖିବା
Translation in other languages :हिन्दी
किसी स्त्री को पत्नी के रूप में रख लेना।
Meaning : ବାଜା ମୁହଁରେ ଚମଡ଼ା ଆଦି ଲଗାଇବା
Example : ସେ ଢୋଲ ଉପରେ ନୂଆ ଚମଡ଼ା ଚଢ଼ଉଛି
Synonyms : ଚଢ଼େଇବା, ପକେଇବା
बाजे के मुँह पर चमड़ा आदि लगाना।
Meaning : କାହାକୁ ବସିବାପାଇଁ ପ୍ରବୃତ୍ତ କରିବା
Example : ସେ ପିଲାକୁ ଚଉକିଉପରେ ବସାଉଛି
Synonyms : ବସାଇବା
किसी को बैठने में प्रवृत्त करना।
Install App