Meaning : ଜମିବା ବା ଜମାଇବାର କ୍ରିୟା ବା ଭାବ
Example :
ଦହି ଭଲ ଭାବେ ବସିଛି କାନ୍ଥ ଉପରେ ଶିଉଳି ଜମା ହୋଇଛି
Synonyms : ଜମିବା
Translation in other languages :
Meaning : ଭେଟିବା ଉଦ୍ଦେଶ୍ୟରେ କାହା ଘରକୁ ଯିବାର କାମ
Example :
ଲୋକଙ୍କ ଘରେ ବସିବାରେ ପୂରାଦିନ ବିତିଗଲା
Translation in other languages :
The act of going to see some person or place or thing for a short time.
He dropped by for a visit.Meaning : କେଉଁଠାକୁ ଯିବାପାଇଁ କୌଣସି ଜିନିଷ, ପଶୁ,ଆରୋହୀଆଦି ଉପରେ ବସିବା ବା ଅବସ୍ଥାନ କରିବା
Example :
ରଜତ ବସ୍ରେ ଚଢ଼ିଲା
Synonyms : ଅବସ୍ଥାନ କରିବା, ଆରୋହଣ କରିବା, ଆସୀନ ହେବା, ଚଢ଼ିବା
Translation in other languages :
कहीं जाने के लिए किसी चीज, जानवर, सवारी आदि के ऊपर बैठना या स्थित होना।
रजत बस पर चढ़ा।Meaning : ଏଭଳି ସ୍ଥିତି ଯେତେବେଳେ ନିତମ୍ବ ଗୋଡ଼ର ଆଶ୍ରୟ ଛାଡ଼ି ଅନ୍ୟ କୌଣସି ଆଧାର ଉପରେ ଥାଏ
Example :
ଅତିଥି ବୈଠକଖାନାରେ ବସିଛନ୍ତି
Synonyms : ଆସନ ଗ୍ରହଣ କରିବା, ଆସୀନ ହେବା, ବିରାଜ କରିବା
Translation in other languages :
शरीर का नीचेवाला आधा भाग किसी आधार पर टिकाकर या रखकर पट्ठों के बल स्थित होना।
मेहमान बैठकखाने में बैठे हैं।Meaning : ମନ ଆଦି ଭଲ ଭାବରେ ସ୍ଥିର ହେବା ଫଳରେ ତାହା ସହଜ ଭାବରେ ବାହାରି ପାରିବ ନାହିଁ
Example :
ଆପଣଙ୍କ କଥା ତାଙ୍କ ମସ୍ତିଷ୍କରେ ଜମି ଯାଇଛିସମ୍ରାଟଙ୍କର ଏଭଳି ପ୍ରତାପ ରହିଛି ଯେ କିଛି ରାଜା ବିନା ଯୁଦ୍ଧରେ ତାଙ୍କ ଅଧୀନତା ସ୍ୱୀକାର କରିନେଲେ
Translation in other languages :
Meaning : (ଭଲ ଭାବରେ) ସ୍ଥିର ହେବା ବା ଏକ ସ୍ଥିତିରେ ହେବା
Example :
ଟାଇଲ ଏବେ ଚଟାଣ ଉପରେ ବସିଗଲା
Synonyms : ଜମିବା
Translation in other languages :
Settle into a position, usually on a surface or ground.
Dust settled on the roofs.Meaning : ଗୋଟିଏ ପଦାର୍ଥ ଅନ୍ୟ ପଦାର୍ଥ ଉପରେ ଦୃଢ଼ପୂର୍ବକ ବସିଯିବା
Example :
ଛାତ ସିଢ଼ିରେ ଶିଉଳି ଜମିଛି
Synonyms : ଜମିବା
Translation in other languages :
Settle into a position, usually on a surface or ground.
Dust settled on the roofs.