Meaning : ନିର୍ବାଚନ ଆଦିରେ ପ୍ରାର୍ଥୀ ପଦର ପ୍ରତିଯୋଗିତାରୁ ଅପସରି ଯିବା
Example :
ନିର୍ଦଳୀୟ ପ୍ରାର୍ଥୀ ହୁକୁମଲାଲ ଓହରିଗଲେ
Synonyms : ଓହରି ଯିବା
Translation in other languages :
Make a retreat from an earlier commitment or activity.
We'll have to crawfish out from meeting with him.