Meaning : ବସାଇବାର କ୍ରିୟା
Example :
ଯନ୍ତ୍ରପାତିର ଅଂଶକୁ ବସାଇବାପାଇଁ କାରିଗରକୁ ଅସୁବିଧା ହେଉଛି
Translation in other languages :
Meaning : ବସାଇବା କାମ ଅନ୍ୟ କାହାଦ୍ୱାରା କରାଇବା
Example :
ଜେଜେ କାନ୍ଦୁଥିବା ପିଲାଟିକୁ ଘୋଡ଼ାରେ ବସାଇଲେ
Synonyms : ଉପବେଶନ କରାଇବା, ଚଢ଼ାଇବା
Translation in other languages :
Meaning : ବସବାସ କରିବାପାଇଁ ଜାଗା ଦେବା ବା ବସବାସ କରିବାପାଇଁ ପ୍ରବୃତ୍ତ କରିବା
Example :
ଆକବର ଫତେହପୁର ସିକ୍ରୀ ସ୍ଥାପନ କରିଥିଲେ ମୁଖିଆ ଅନାଥ ରଣଜିତକୁ ଗାଁରେ ସ୍ଥାନଦେଲେ
Synonyms : ସ୍ଥାନଦେବା, ସ୍ଥାପନ କରିବା
Translation in other languages :
Meaning : ଭଲ ଭାବରେ ସ୍ଥିର କରିବା
Example :
ରାଜମିସ୍ତ୍ରୀ ଚଟାଣରେ ଟାଇଲ ବସାଉଛି
Translation in other languages :
Meaning : କୌଣସି ପଦରେ ନିଯୁକ୍ତ କରିବା
Example :
ଚାଣକ୍ୟ ଚନ୍ଦ୍ରଗୁପ୍ତଙ୍କୁ ତକ୍ଷଶିଳାଋ ସିଂହାସନରେ ବସାଇଲେ
Synonyms : ଆସୀନ କରିବା
Translation in other languages :
Meaning : କାହାକୁ ବାହନ ଉପରେ ବସିବା ପାଇଁ ପ୍ରବୃତ୍ତ କରିବା
Example :
ଘୋଡ଼ାଚାଳକ ପିଲାକୁ ଘୋଡ଼ା ଉପରେ ଚଢାଇଲା
Synonyms : ଚଢାଇବା, ସବାର କରେଇବା
Translation in other languages :
किसी वाहन के ऊपर बैठने में प्रवृत्त करना।
साईस ने बच्चे को घोड़े पर चढ़ाया।