Meaning : ମୋହ ବା ଭ୍ରମରେ ପଡ଼ିବା
Example :
ଭଗବାନଙ୍କର ମୋହିନୀ ରୂପ ଦେଖିକରି ନାରଦ ମୋହିତ ହୋଇଗଲେ
Synonyms : ଅଭିମୂର୍ଚ୍ଚିତ, ବଶୀକୃତ, ମୁଗ୍ଧ, ମୋହିତ
Translation in other languages :
Having your attention fixated as though by a spell.
fascinated, hypnotised, hypnotized, mesmerised, mesmerized, spell-bound, spellbound, transfixedMeaning : ଯାହାଙ୍କୁ ମନ୍ତ୍ର-ତନ୍ତ୍ରଆଦି ଦ୍ୱାରା ବଶ କରାଯାଇଛି
Example :
ତାନ୍ତ୍ରିକ ନିଜଦ୍ୱାରା ବଶୀଭୂତ ବ୍ୟକ୍ତିଙ୍କଦ୍ୱାରା ମନଇଚ୍ଛା କାମ କରାଉଛି
Synonyms : ବଶୀକୃତ
Translation in other languages :