Meaning : ମନ୍ତ୍ରତନ୍ତ୍ର ଆଦିଦ୍ୱାରା କାହାରିକୁ ବଶ କରିବା ପ୍ରକ୍ରିୟା
Example :
ତାନ୍ତ୍ରିକ ବଶୀକରଣଦ୍ୱାରା ରାମୁକୁ ନିଜ ବଶକୁ ଆଣିଲା
Translation in other languages :
A psychological state induced by (or as if induced by) a magical incantation.
enchantment, spell, tranceMeaning : ଯେଉଁ ବିଦ୍ୟାଦ୍ୱାରା କାହାରିକୁ ନିଜ ଅଧୀନକୁ ଅଣାଯାଇଥାଏ
Example :
ତାନ୍ତ୍ରିକ ବଶୀକରଣ ବିଦ୍ୟା ପ୍ରୟୋଗ କରି ମୋହନକୁ ତାର ବଶରେ ରଖିଲା
Synonyms : ମୋହିନୀବିଦ୍ୟା, ସମ୍ମୋହନବିଦ୍ୟା
Translation in other languages :
वह विद्या जिससे किसी को अपने वश में किया जाता है।
तांत्रिक ने वशीकरण विद्या का प्रयोग करके मोहन को अपने वश में कर लिया।