Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ବଳିଷ୍ଠ from ଓଡ଼ିଆ dictionary with examples, synonyms and antonyms.

ବଳିଷ୍ଠ   ବିଶେଷଣ

Meaning : ଯିଏ କସରତ କରିବାଯୋଗୁଁ ହୃଷ୍ଟପୁଷ୍ଟ ଓ ବଳବାନ

Example : ପହିଲମାନର ବଳିଷ୍ଠ ଦେହ ଦେଖଣାହାରୀଙ୍କୁ ଆକୃଷ୍ଟ କରିଥିଲା

Synonyms : କସରତିଆ, ବଳୁଆ


Translation in other languages :

जो कसरत करने के कारण पुष्ट और बलवान हो।

पहलवान का कसरती बदन दर्शकों को आकर्षित कर रहा था।
कसरती, व्यायामी

Meaning : ଯାହାପାଖରେ ବଳ କିମ୍ବା ଶକ୍ତି ଅଛି ବା ବଳିଷ୍ଠ

Example : ଅଶୋକ ଜଣେ ଶକ୍ତିଶାଳୀ ରାଜା ଥିଲେ ତାର ଅଭିନୟ ଖୁବ ବଳିଷ୍ଠ ଥିଲା

Synonyms : ଦମ୍‌ଦାର, ବଳବନ୍ତ, ଶକ୍ତିଶାଳୀ, ଶକ୍ତିସମ୍ପନ୍ନ, ସଶକ୍ତ


Translation in other languages :

Having or showing great strength or force or intensity.

Struck a mighty blow.
The mighty logger Paul Bunyan.
The pen is mightier than the sword.
mighty