Subscribe
URL of the page has been copied to clipboard.
Meaning : ଯେ ବଳାତ୍କାର କରିଛି
Example : ଲୋକେ ବଳାତ୍କାରୀକୁ ପିଟିପିଟି ଦରମଲା କରିଦେଲେ
Synonyms : ଧର୍ଷକ, ଧର୍ଷଣକାରୀ, ଧର୍ଷୀ
Translation in other languages :हिन्दी English
वह जिसने बलात्कार किया हो।
Someone who forces another to have sexual intercourse.
Meaning : ବଳାତ୍କାର କରୁଥିବା ଲୋକ
Example : ବଳାତ୍କାରୀ ଲୋକକୁ କଠିନ ଦଣ୍ଡ ମିଳିବା ଦରକାର
Synonyms : ଧର୍ଷଣକାରୀ
Translation in other languages :हिन्दी
बलात्कर करनेवाला।
Install App