Meaning : ସ୍ତ୍ରୀର ସତୀତ୍ୱ ହରଣକରିବା
Example :
ପ୍ରତିଶୋଧ ଭାବନାର ବଶବର୍ତ୍ତୀ ହୋଇ ସେ ଶତ୍ରୁ କନ୍ୟାର ସତୀତ୍ୱ ନଷ୍ଟ କଲା
Synonyms : ଧର୍ଷଣକରିବା, ସତୀତ୍ୱ ନଷ୍ଟକରିବା, ସତୀତ୍ୱ ହରଣକରିବା
Translation in other languages :
स्त्री का सतीत्व हरण करना।
बदले की भावना वश उसने दुश्मन की बेटी को बिगाड़ा।