Subscribe
URL of the page has been copied to clipboard.
Meaning : ଯାହାଠାରେ ବଳ ବା ଶକ୍ତି ନ ଥାଏ
Example : ସେ କେବଳ ଦୁର୍ବଳ ଲୋକଙ୍କୁ ଆଖି ଦେଖାଏ
Synonyms : କମଯୋର, ଦୁର୍ବଳ, ଶକ୍ତିହୀନ
Translation in other languages :हिन्दी English
वह जिसमें बल या शक्ति न हो।
A person who is physically weak and ineffectual.
Meaning : ବଳ କିମ୍ବା ଶକ୍ତି ନ ଥିବା
Example : ବଳହୀନ ଲୋକଉପରେ ଅତ୍ୟାଚାର କରିବା ଉଚିତନୁହେଁ
Synonyms : ଅଳ୍ପବଳ, ଶକ୍ତିହୀନ
Translation in other languages :हिन्दी
जिसमें बल या शक्ति न हो।
Install App