Meaning : ପିମ୍ପୁଡି ଭଳି ଏକ ଧଳା କୀଟ ଯେ କାଠ, କାଗଜଆଦିରେ ଲାଗି ସେ ସବୁକୁ ଖାଇଯାଏ
Example :
ଏହି ବହିର କିଛି ପୃଷ୍ଠା ଉଈ ଖାଇଯାଇଛନ୍ତି
Synonyms : ଉଈ
Translation in other languages :
Meaning : ଉଇମାନଙ୍କ ରହିବାପାଇଁ ମାଟିର ବାସସ୍ଥାନ ବା ଡିହ
Example :
ଧାଡି ଧରି ଉଇମାନେ ଉଇହୁଙ୍କାରୁ ବାହାରକୁ ଆସୁଥିଲେ
Translation in other languages :