Meaning : ବିଦ୍ୟମାନ ସମୟ
Example :
ବର୍ତ୍ତମାନ କାଳରେ ନାରୀ ସବୁକ୍ଷେତ୍ରରେ ଆଗୁଆ
Synonyms : ଆଜି, ଆଧୁନିକ କାଳ, ବର୍ତ୍ତମାନ କାଳ
Translation in other languages :
विद्यमान समय।
वर्तमान काल में नारी हर क्षेत्र में आगे आ रही है।Meaning : ଏଇ ସମୟ ବା ଏଇ ମୁହୂର୍ତ୍ତ ବା ଏଇ କ୍ଷଣ
Example :
ଏବେ ମୁଁ ଶୋଇବାକୁ ଚାହୁଁଛି
Synonyms : ଅଧୁନା, ଏଇ ମୁହୂର୍ତ୍ତରେ, ଏଇ ସମୟରେ, ଏଇକ୍ଷଣି, ଏଇନା, ଏଇନେ, ଏବେ, ସଂପ୍ରତି
Translation in other languages :
At the present moment.
Goods now on sale.