Meaning : ତ୍ୟାଗ କରିବା ବା ଛାଡ଼ିବା ଯୋଗ୍ୟ
Example :
ନିଶାଯୁକ୍ତ ପଦାର୍ଥର ସେବନ ବର୍ଜନୀୟ
Translation in other languages :
Meaning : ଯାହା ତ୍ୟାଗ କରିବା ବା ଦୂରେଇଦେବାର ଯୋଗ୍ୟ
Example :
ଚୋରୀ, ଧୂର୍ତତାଆଦି ତ୍ୟାଜ୍ୟ କର୍ମ
Synonyms : ତ୍ୟାଜ୍ୟ, ତ୍ୟାଜ୍ୟନୀୟ, ପରିତ୍ୟାଜ୍ୟ, ବର୍ଜ୍ୟ
Translation in other languages :