Meaning : ପ୍ରାକୃତିକ ସମ୍ବନ୍ଧ ଥିବା ପ୍ରାଣୀ ବା ବନସ୍ପତି
Example :
ଗୋଟିଏ ବର୍ଗରେ ଆସୁଥିବା ଜୀବଗଣଙ୍କ ମଧ୍ୟରେ କିଛି ସମାନତା ରହିଥାଏ
Synonyms : ଜୀବ ବର୍ଗୀକରଣାତ୍ମ୍କ ବର୍ଗ, ଟେକ୍ସୋନୋମିକ ଗ୍ରୁପ
Translation in other languages :
जंतु या वनस्पति वर्ग जिनमें प्राकृतिक संबंध हों।
एक वर्गिकी में आने वाले जीवों में कुछ समानताएँ होती हैं।Meaning : ଶବ୍ଦଶାସ୍ତ୍ରର ଏକ ସ୍ଥାନରୁ ଉଚ୍ଚାରିତ ହେଉଥିବା ସ୍ପର୍ଶ ବ୍ୟଞ୍ଜନ ବର୍ଣ୍ଣସମୂହ
Example :
ଓଡ଼ିଆ ବ୍ୟଞ୍ଜନ କବର୍ଗ, ଚବର୍ଗ, ଟବର୍ଗ ଆଦି ବର୍ଗଗୁଡ଼ିକରେ ବିଭାଜିତ
Translation in other languages :
शब्दशास्त्र में एक स्थान से उच्चारित होनेवाले स्पर्श व्यंजन वर्णों का समूह।
हिन्दी व्यंजन कवर्ग,चवर्ग,टवर्ग आदि वर्गों में विभाजित है।Meaning : ସାମାନ୍ୟ ଧର୍ମ ଅଥବା ସ୍ୱରୂପଯୁକ୍ତ ପଦାର୍ଥଆଦିର ସମୂହ
Example :
ଅର୍ଥର ଆଧାର ଉପରେ ଏହି ଶବ୍ଦଗୁଡ଼ିକୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି ଦରବୃଦ୍ଧି କାରଣରୁ ସବୁ ବର୍ଗର ଲୋକେ ହଇରାଣ ହୁଅନ୍ତି
Synonyms : ଶ୍ରେଣୀ, ସମୁଦାୟ, ସମୂହ
Translation in other languages :
A general concept that marks divisions or coordinations in a conceptual scheme.
categoryMeaning : ଲୋକଙ୍କର ଏକ ଗୋଷ୍ଠୀ ଯାହା ଗୋଟିଏ ବିଶିଷ୍ଟ ସ୍ଥାନୀୟ କ୍ଷେତ୍ରରେ ଥାଏ
Example :
ସମାଜ ସେବା ନିମନ୍ତେ ପ୍ରତ୍ୟେକ ସମାଜର ଲୋକଙ୍କୁ ଆଗକୁ ଆସିବା ଆବଶ୍ୟକ
Synonyms : ସମାଜ
Translation in other languages :
A group of people living in a particular local area.
The team is drawn from all parts of the community.Meaning : ଯୋଗ୍ୟତା ଓ କର୍ତ୍ତବ୍ୟ ଆଦିର ବିଚାରରେ ହୋଇଥିବା ବିଭାଗ
Example :
ଗାନ୍ଧିଜୀ ଜଣେ ଉଚ୍ଚ ଶ୍ରେଣୀର ନେତା ଥିଲେ
Synonyms : ଶ୍ରେଣୀ
Translation in other languages :
Meaning : ଯେଊଁ ଆକୃତିରେ ଲମ୍ବ, ଚଉଡ଼ା ଓ ଚାରିକୋଣ ସମାନ ହୋଇଥାଏ
Example :
ଏହା ପାଞ୍ଚ ସେଣ୍ଟିମିଟରର ବର୍ଗ
Translation in other languages :
Meaning : କୌଣସି ଅଙ୍କ ବା ସଂଖ୍ୟାକୁ ସେହି ସଂଖ୍ୟା ସହିତ ଥରେ ଗୁଣନ କଲାପରେ ମିଳୁଥିବା ଗୁଣନଫଳ
Example :
ସାତର ବର୍ଗ ଅଣଞ୍ଚାଶ
Translation in other languages :
The product of two equal terms.
Nine is the second power of three.Meaning : (ଜୀବବିଜ୍ଞାନ)ଗୋଟିଏ ବର୍ଗୀକରଣାତ୍ମକ ସମୂହ ଯାହାର ବିଶିଷ୍ଟତାର ପ୍ରୟୋଗ ଅନ୍ୟତମ ଉଚ୍ଚବର୍ଗର (ଟେକସୋନ)ପାଇଁ କରାଯାଇଥାଏ
Example :
କେଞ୍ଚୁଆ କେଉଁ ବର୍ଗରେ ଆସିଥାଏ ?
Translation in other languages :
(जीवविज्ञान) एक वर्गीकरणात्मक समूह जिसके विशिष्टताओं का प्रयोग अगले उससे ऊँचे वर्गिकी (टैक्सोन) के लिए किया जाता है।
केंचुआ किस वर्ग में आता है।(biology) the taxonomic group whose characteristics are used to define the next higher taxon.
type