Meaning : କିଛି କରିବାପାଇଁ ଆଦେଶଦେବା
Example :
ଗୁରୁ ତୁମକୁ ଘରକୁ ଯିବାପାଇଁ କହିଛନ୍ତି ସେ ନିଜେ କିଛି କରେ ନାହିଁ କେବଳ ଅନ୍ୟକୁ ବରାଦ କରେ
Synonyms : ଆଜ୍ଞା କରିବା, ଆଜ୍ଞା ଦେବା, ଆଦେଶ ଦେବା, କହିବା
Translation in other languages :
कुछ करने का आदेश देना।
गुरुजी ने घर जाने के लिए कहा।