Meaning : ଜଳର କଠିନ ରୂପ
Example :
ଶୂନ୍ୟ ଡିଗ୍ରୀ ସେଲ୍ସିୟସରେ ପାଣି ବରଫରେ ପରିଣତ ହୁଏ
Synonyms : ହିମ
Translation in other languages :
Meaning : ଯାନ୍ତ୍ରିକ କିମ୍ବା କୃତ୍ରିମ ଉପାୟରେ କଠିନ ଅବସ୍ଥାକୁ ରୂପାନ୍ତରିତ ହୋଇଥିବା ପାଣି
Example :
ସେ ପାଣି ଥଣ୍ଡା କରିବା ପାଇଁ ସେଥିରେ ବରଫ ପକାଉଛି
Translation in other languages :