Meaning : ଅପରାଧ ବା ଅଭିଯୋଗ ହେତୁ ଶେଷ ନିର୍ଣ୍ଣୟ ଆସିବା ପର୍ଯ୍ୟନ୍ତ ନିଜ କାମରୁ ବାହାର କରି ଦିଆଯିବାର ପ୍ରକ୍ରିୟା
Example :
ଲାଞ୍ଚଖୋର ହାବିଲଦାରର ନିଲମ୍ବନ ଆଦେଶ ଆସିଯାଇଛି
Synonyms : ନିଲମ୍ବନ
Translation in other languages :
काम या पद से हटाने या अलग कर दिये जाने की क्रिया, अवस्था या भाव।
घूसखोर हवलदार की बरख़ास्तगी का आदेश आ गया है।The termination of someone's employment (leaving them free to depart).
discharge, dismissal, dismission, firing, liberation, release, sack, sackingMeaning : ଯାହାଙ୍କୁ ଚାକିରିରୁ ବାହାର କରିଦିଆଯାଇଛି ବା ନିଜ ପଦରୁ ହଟାଇ ଦିଆଯାଇଛି
Example :
ନିଲମ୍ବିତ କର୍ମଚାରୀମାନେ ପୁନର୍ନିଯୁକ୍ତିପାଇଁ ଉଚ୍ଚନ୍ୟାୟାଳୟରେ ଆବେଦନ କରିଛନ୍ତି
Translation in other languages :