Meaning : ମୁମ୍ବାଇରେ ରହୁଥିବା ବ୍ୟକ୍ତି
Example :
ଆମ ଗାଁକୁ ଜଣେ ବମ୍ବେଇବାଲା ଆସିଛନ୍ତି
Synonyms : ବମ୍ବେଇବାଲା, ମୁମ୍ବାଇଆ
Translation in other languages :
Meaning : ବମ୍ବେର ବା ବମ୍ବେସହ ସମ୍ବନ୍ଧିତ
Example :
ଆମେସବୁ ବମ୍ବେଇଆ ଚାଲିଚଳଣି ସହ ଅଭ୍ୟସ୍ତ ହୋଇଗଲୁଣି
Synonyms : ବମ୍ବେଇବାଲା, ମୁମ୍ବାଇଆ
Translation in other languages :
Meaning : ବମ୍ବେରେ ରହୁଥିବା ବ୍ୟକ୍ତି
Example :
ଆମ ବମ୍ବେଇବାଲା କକା ଆସିଛନ୍ତି
Synonyms : ବମ୍ବେଇବାଲା, ମୁମ୍ବାଇଆ