Meaning : କୌଣସି ବସ୍ତୁକୁ ରୋକିବାର ବା ବାନ୍ଧିବାର ପ୍ରକ୍ରିୟା
Example :
ଅଟକଦ୍ୱାରା ଆମର କିଛି ଲାଭ ହେଲାନାହିଁ
Synonyms : ଅଟକ
Translation in other languages :
The action of prohibiting or inhibiting or forbidding (or an instance thereof).
They were restrained by a prohibition in their charter.Meaning : ବାନ୍ଧିବାର କ୍ରିୟା ବା ଭାବ
Example :
ଚୋର ବହୁତ ଚେଷ୍ଟାକଲା କିନ୍ତୁ ବନ୍ଧନ ଖୋଲି ପାରିଲା ନାହିଁ
Translation in other languages :