Meaning : ଯେଉଁ ସ୍ଥାନରେ ଦଣ୍ଡ ପାଉଥିବା ଅପରାଧୀଙ୍କୁ ଆବଦ୍ଧ କରି ରଖାଯାଏ
Example :
ଚୋରି ଅପରାଧରେ ସେ ଜେଲ୍ ଗଲା
Synonyms : କାରାଗାର, କାରାଗୃହ, କାରାବାସ, କୈଦଖାନା, ଜେଲ୍, ଜେଲ୍ଖାନା
Translation in other languages :
A correctional institution where persons are confined while on trial or for punishment.
prison, prison house