Meaning : କାଣ୍ଟ-ଛାଣ୍ଟକରି କୌଣସି ପ୍ରକାରରେ ଦରକାରୀ ବସ୍ତୁ ତିଆରି କରିବା
Example :
ସେ ମାଟିର ମୂର୍ତ୍ତି ତିଆରି କରୁଛି
Synonyms : ଆକାର ଦେବା, ଗଢ଼ିବା, ତିଆରି କରିବା, ନିର୍ମାଣ କରିବା, ରୂପ ପ୍ରଦାନ କରିବା, ସର୍ଜନା କରିବା
Translation in other languages :