Meaning : ଗତି ହୀନ ଓ ପ୍ରାୟ ସ୍ୱୟଂ ନିଜ ଖାଦ୍ୟ ତିଆରି କରୁଥିବା ସଜୀବ
Example :
ଜଙ୍ଗଲରେ ପ୍ରକାର ପ୍ରକାରର ଗଛଲତା ଦେଖାଯାଏ
Translation in other languages :
Meaning : ଚେର, ମୂଳ, ଶାଖା ତଥା ପତ୍ର ଯୁକ୍ତ ବହୁ ବର୍ଷର ବନସ୍ପତି
Example :
ଗଛ ମନୁଷ୍ୟମାନଙ୍କ ନିମନ୍ତେ ବହୁତ ଉପଯୋଗୀ
Synonyms : ଗଛ, ତରୁ, ତରୁବର, ଦ୍ରୁମ, ପଲ୍ଲବୀ, ପାଦପ, ବିଟପ, ବୃକ୍ଷ
Translation in other languages :
जड़, तने, शाखा तथा पत्तियों से युक्त बहुवर्षीय वनस्पति।
पेड़ मनुष्य के लिए बहुत ही उपयोगी हैं।A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.
treeMeaning : ବିଶେଷକରି ଏକ କ୍ଷେତ୍ର ବା ସମୟରେ ହେଉଥିବା ସମସ୍ତ ଗଛବୃଛ
Example :
ଚୀନ ଏବଂ ୟୁରୋପର ଗଛବୃଛରେ ଭିନ୍ନତା ଦେଖାଯାଏ
Translation in other languages :
All the plant life in a particular region or period.
Pleistocene vegetation.