Meaning : ବଦଳିବାର କ୍ରିୟା ବା ଭାବ
Example :
ପରିବର୍ତ୍ତନ ସଂସାରର ନିୟମ
Synonyms : ପରିବର୍ତ୍ତନ
Translation in other languages :
An event that occurs when something passes from one state or phase to another.
The change was intended to increase sales.Meaning : ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ବଦଳିହେବା
Example :
ଗତମାସରେ ହିଁ ମୋର କାର୍ଯ୍ୟାଳୟ ବଦଳିଗଲା
Synonyms : ସ୍ଥାନାନ୍ତରିତହେବା
Translation in other languages :
एक स्थान से दूसरे स्थान पर नियुक्त होना।
पिछले महीने से ही मेरा कार्यालय बदल गया।Meaning : ଯାହାର ପରିବର୍ତ୍ତନ ହୋଇଛି
Example :
ସନ୍ଥ ସମାଗମକୁ ଯିବାରୁ ତାର ହୃଦୟ ପରିବର୍ତ୍ତିତ ହେଲା
Synonyms : ପରିଣତ, ପରିବର୍ତ୍ତିତ
Translation in other languages :
Made or become different in some respect.
He's an altered (or changed) man since his election to Congress.