Meaning : ଅକାରଣରେ ଲୋକଙ୍କ ସହିତ ଲଢ଼ୁଥିବା ବା ମାରପିଟ କରୁଥିବା ଲୋକ
Example :
ଥାନାବାବୁ ଆଜି ଚୌଛକି ଉପରେ ଜଣେ ଗୁଣ୍ଡାକୁ ଧରିପକାଇଲେ ଏହି ଅଞ୍ଚଳରେ ଦାଦାମାନଙ୍କର ଦାଦାଗିରି ବଢ଼ିଯାଉଛି
Translation in other languages :
Meaning : ନୀଚ ଓ ପାଜି
Example :
ସେ ଏକ ନମ୍ବରର ଲଫଙ୍ଗା
Translation in other languages :
Meaning : ଯେ ଉପଦ୍ରବ କରେ
Example :
ସେ ଜଣେ ଉପଦ୍ରବୀ ବ୍ୟକ୍ତି
Synonyms : ଉପଦ୍ରବ କର୍ତ୍ତା, ଉପଦ୍ରବକାରୀ, ଉପଦ୍ରବୀ
Translation in other languages :