Meaning : ବିନା ଲାଙ୍ଗୁଡ଼ର ବଡ଼ ମାଙ୍କଡ଼ ଯାହାର ଆକାର ମଣିଷ ସହିତ ମିଶେ
Example :
ଛୁଆମାନେ ଚିଡ଼ିଆଖାନାରେ ବଣମଣିଷକୁ ବାଦାମ ଖାଇବାକୁ ଦେଉଥିଲେ
Translation in other languages :
Any of various primates with short tails or no tail at all.
apeMeaning : ମାଙ୍କଡ଼ ଠାରୁ ଉନ୍ନତ ମଣିଷ ଆକୃତିର ଗୋଟିଏ ଜଙ୍ଗଲୀ ପ୍ରାଣୀ
Example :
ଆମେ ଚିଡ଼ିଆଖାନାରେ ବଣମଣିଷ ଦେଖିଲୁ