Meaning : ଚାରିପାଞ୍ଚ ହାତ ଲମ୍ବା ବଙ୍କା କାଠ ଯେଉଁଥିରେ କୃଷକ ଖଳାରେ କଟା ଫସଲକୁ ଆବଶ୍ୟକ ସ୍ଥଳେ ଓଲଟପାଲଟ କରିଥାଏ
Example :
କୃଷକ କଟା ଫସଲ ଶୁଖାଇବାପାଇଁ ବଙ୍କୁଲିରେ ଉପର ତଳ କରୁଛି
Synonyms : ବଙ୍କୁଲି
Translation in other languages :
A long-handled hand tool with sharp widely spaced prongs for lifting and pitching hay.
pitchfork