Meaning : ସୁନ୍ଦର ଓ ବ୍ୟବସ୍ଥିତ ଢଙ୍ଗରେ କହିବା
Example :
ସେ ନିଜ ଅନୁଭୂତି ସମସ୍ତଙ୍କ ସାମ୍ନାରେ ବଖାଣିଲେ
Synonyms : ବନେଇ ଚୁନେଇକରି କହିବା
Translation in other languages :
Meaning : ବିସ୍ତାର ପୂର୍ବକ କିଛି କହିବା
Example :
ସେ କାଲିର ଘଟଣା ବର୍ଣ୍ଣନା କରୁଥିଲେ
Synonyms : ବର୍ଣ୍ଣନା କରିବା, ବୟାନ କରିବା
Translation in other languages :
विस्तारपूर्वक कुछ कहना।
वह कल की घटनाओं का वर्णन कर रहा था।Describe in vivid detail.
delineate