Meaning : ମଣିଷର କଥାକୁ ନକଲ କରୁଥିବା, ବିଶେଷକରି ଶାଗୁଆ ରଙ୍ଗର ଗୋଟିଏ ପକ୍ଷୀ ଯାହାକୁ ଲୋକମାନେ ଘରେ ପାଳନ କରନ୍ତି
Example :
ପିଞ୍ଜରାରେ ବସିଥିବା ଶୁଆ ରାମ ରାମ କହୁଅଛି
Synonyms : ରକ୍ତଚଞ୍ଚୁ, ଶୁଆ, ଶୁକ
Translation in other languages :
Usually brightly colored zygodactyl tropical birds with short hooked beaks and the ability to mimic sounds.
parrot