Meaning : କିଛି ବିଶିଷ୍ଟ ଗଛ ଡାଳରେ ଲାଗିଥିବା ଦାନା ଯାହା ପରେ ଫଳ ରୂପ ଧାରଣ କରେ
Example :
ଆମ୍ବ ଗଛରେ ବଉଳ ହେଲାଣି
Translation in other languages :
Meaning : ଏକ ପ୍ରକାରର ଅତ୍ୟନ୍ତ ସୁଗନ୍ଧିତ ଫୁଲ
Example :
ମାଳୀ ଫୁଲ ବଗିଚାରେ ବଉଳ, ଚାମେଲୀ ଆଦି ତୋଳୁଛି
Translation in other languages :
Meaning : ଗୋଟିଏ ଚିରହରିତ୍ ବୃକ୍ଷର ଫୁଲ
Example :
ବକୁଳର ସୁଗନ୍ଧ ତୀବ୍ର ହୋଇଥାଏ
Synonyms : ବକୁଳ
Translation in other languages :