Meaning : କୌଣସି ମୁନିଆଁ ବସ୍ତୁଆଦିକୁ ନରମ ଜିନିଷରେ ପ୍ରବେଶ କରାଇବା
Example :
ସେ ମୋ ହାତରେ ଛୁଞ୍ଚି ଫୋଡ଼ିଦେଲା
Translation in other languages :
Meaning : ଏପଟର କଥା ସେପଟ କହିବା ବା କଳି ଲଗେଇବା ଭଳି କଥା କହିବା
Example :
ରାମ ନିଜ ମାଲିକଙ୍କୁ ଶ୍ୟାମ ବିଷୟରେ ଚୁଗୁଲି କଲା
Synonyms : ଚୁଗୁଲି କରିବା
Translation in other languages :
इधर की बात उधर कहना या झगड़ा लगानेवाली बात कहना।
राम ने अपने मालिक से श्याम के बारे में चुग़ली की।Meaning : କାହାକୁ ଆଘାତ ବା ବ୍ୟଥା ଦେବା
Example :
ସେ ମୋତେ କଲମ ମୁନରେ ଆଘାତ କଲା
Synonyms : ଆଘାତ କରିବା, ଖେଞ୍ଚିବା, ଲଗାଇବା
Translation in other languages :