Subscribe
URL of the page has been copied to clipboard.
Meaning : ଲୁହାରେ କଣା କରିବାପାଇଁ ବ୍ୟବହାର କରାଯାଉଥିବା ଛେଣି
Example : କମାର ଫୋଡ଼ଣୀରେ ଲୁହା ଖଣ୍ଡକୁ କଣା କରୁଛି
Synonyms : ବେଧନୀ, ମୁନା
Translation in other languages :हिन्दी
लोहे में छेद करने की छेनी।
Meaning : ଗୋଟିଏ ପ୍ରକାର ସିଲାଇ ଯନ୍ତ୍ର
Example : ଜୋତା,ଚପଲ ଆଦି ସିଲେଇପାଇଁ ଫୋଡ଼ଣୀ କାମରେ ଆସେ
एक प्रकार का सूआ।
Install App