Meaning : ଶୂନ୍ୟକୁ ଫୋଫାଡିବା
Example :
ମୋହନ ଶ୍ୟାମଆଡ଼କୁ ବଲ୍ ପକେଇଲା
Synonyms : ପାଶୁପତପକେଇବା
Translation in other languages :
Meaning : ଫିଙ୍ଗାହେବାକୁଥିବା ବସ୍ତୁକୁ ଦୂରେଇଦେବା ବା ଢ଼ାଳିଦେବା
Example :
ଅଳିଆ ଗଦାରେ ଅଳିଆ ପକାଯାଏ
Synonyms : ପକେଇବା
Translation in other languages :
Meaning : କୌଣସି କଥା ଆଦିକୁ ଲୋକଲୋଚନକୁ ଆଣିବା
Example :
ଆଜିକାଲି ସବୁ ପତ୍ରପତ୍ରିକା ନେତାମାନଙ୍କର ନୂଆନୂଆ କାଣ୍ଡକାରଖାନାକୁ ଚକ୍ଷୁ ସମ୍ମୁଖରେ ନିକ୍ଷେପ କରୁଛନ୍ତି
Synonyms : ନିକ୍ଷେପ କରିବା, ଫିଙ୍ଗିବା
Translation in other languages :