Subscribe
URL of the page has been copied to clipboard.
Meaning : କୌଣସି ଘନ ପଦାର୍ଥ କୌଣସି ଦ୍ରବ୍ୟରେ ଗୋଳି ମିଶିବା ପ୍ରକ୍ରିୟା
Example : ଥଣ୍ଡା ଜଳ ଅପେକ୍ଷା ଗରମ ଜଳରେ ଚିନିର ମିଶ୍ରଣ ଶୀଘ୍ର ହୋଇଥାଏ
Synonyms : ଘୋଳିବା, ମିଶିବା, ମିଶ୍ରଣ
Translation in other languages :हिन्दी
किसी ठोस का किसी द्रव में घुलकर मिलने की क्रिया।
Meaning : ଖୁବଜୋରରେ ଏକତ୍ର ମିଶେଇବା
Example : ହୋଲି ସମୟରେ ଭାଙ୍ଗ ଘୋଳାହୁଏ
Synonyms : ଘୋଟିବା, ଘୋଳିବା, ମନ୍ଥିବା
गति देकर एक में मिलाना।
Meaning : ଦ୍ରବ ପଦାର୍ଥରେ କିଛି ପକାଇ ଭଲଭାବେ ମିଶାଇବାପାଇଁ ଘୁରେଇ ଘୁରେଇ ହଲାଇବା
Example : ସେ ପକଡ଼ି ତିଆରି କରିବାପାଇଁ ବେସନ ଫେଣ୍ଟୁଛି
Translation in other languages :हिन्दी English
द्रव पदार्थ में कुछ डालकर अच्छी तरह मिलाने के लिए घुमा-घुमाकर हिलाना।
Stir vigorously.
Install App