Meaning : କୌଣସି ତରଳ ପଦାର୍ଥସହ ସଂଯୁକ୍ତ ଛୋଟଛୋଟ ପାଣି ଫୋଟକା ସମୂହର ଅଂଶ
Example :
ଗାଧୋଇଲାବେଳେ ପିଲାମାନେ ଫେଣକୁ ହାତରେ ଧରି ଜଣେ ଅନ୍ୟ ଜଣଙ୍କ ଉପରକୁ ପକାଉଥିଲେ
Translation in other languages :
Meaning : ମୂର୍ଚ୍ଛାଆଦି ଅବସ୍ଥାରେ ମୁଁହରୁ ବାହାରୁଥିବା ଫେଣ
Example :
ମୂର୍ଚ୍ଛିତ ବ୍ୟକ୍ତି ଛଟପଟ ହେଉଥିଲା ଓ ତା ମୁଁହରୁ ବଚ ବି ବାହାରୁଥିଲା
Synonyms : ବଚ
Translation in other languages :