Meaning : କୌଣସି କାମପାଇଁ ହେଉଥିବା ଉତ୍ସାହ
Example :
ନୀରଜ ସବୁ କାମକୁ ବଡ ଫୂର୍ତ୍ତିରେ କରେ
Synonyms : ଉତ୍ସାହ, ଚଞ୍ଚଳତା, ତେଜ, ସ୍ପୂର୍ତ୍ତି
Translation in other languages :
The gracefulness of a person or animal that is quick and nimble.
agility, legerity, lightness, lightsomeness, nimbleness