Meaning : ସିଲେଇ ବା ବୁଣାହୋଇଥିବା ଧାର ଖୋଲିଯିବା
Example :
ଏହି ତମ୍ବୁର ସିଲେଇ ଫିଟିଗଲାଣି
Synonyms : ଖୋଲିଯିବା, ବାହାରିଯିବା
Translation in other languages :
Become or cause to become undone by separating the fibers or threads of.
Unravel the thread.